Posts

1994 to jurny

Image
ମୁଁ 1994 ଏପ୍ରିଲ 1 ରେ ଜନ୍ମ ହୋଇଥିଲି, ଆମ ଗାଁ ରେ । ଆମ ଗାଁ ର ନାମ TALLAGURANTI ------- ଗୋଟେ ଛୋଟ ଗାଁ ଟେ । ଆମ ଗାଁ ର ପରିବେଶ ଆଉ ଚାଲିଚଳନ ସମସ୍ତଙ୍କୁ ଭଲ ଲାଗେ ଠିକ୍ ମତେ ବି ବହୁତ୍ ଭଲ ଲାଗେ।           ।    ଏହି ଯୋଉ ଭିଡ଼ଓଟି ଅଛି ସେଇଟା ଆମ ଗାଁ ।  ଯୋଉ ଗାଁ ରେ ମୁଁ ଜନ୍ମ ନେଇଥିଲି ।  ମୁଁ ଛୋଟ ଥିଲା ବେଳେ ବହୁତ୍ ଝଗଡ଼ା କରୁଥାଏ ସମସ୍ତଙ୍କ ସହ , ଏହି କଥା ଏବେ କହୁଛନ୍ତି ମତେ ଆମ ଗାଁ ଲୋକ । ଏବେ ପୁଣି ଏତେ ଶାନ୍ତ ପିଲା ହେଇଗଲିନି ଯେ କେହି କିଛି କହିନାହାନ୍ତି।  ମୁଁ 1 to 5th class ଯାଏଁ ଆମ ଗାଁ school ରେ ପଡ଼ୁଥିଲି । ଆମ ଗାଁ ସ୍କୁଲ ରେ ବହୁତ୍ ମାଡ଼ ଖାଇଛଆମ ଶିକ୍ଷକ ଙ୍କ ପାଖେ । ମତେ ସତରେ ପଣିକିଆ ଆସେନି ସେଥିପାଇଁ ବହୁତ୍ ମାଡ଼ ଖାଏ 😁😁😁😁😁 । -------------------------------------------------------------------------------------------------- ମୁଁ ସ୍କୁଲ ସମୟରେ ବହୁତ୍ ଏଞ୍ଜୟ୍ ଆଉ ମଜା ମସ୍ତି କରିଥିଲି।   ସେମିତି ହୋଉ ହୋଇ ଗାଁ ସ୍କୁଲ ର ପାଠ ପଡ଼ା ସରିଲା ।।