1994 to jurny

ମୁଁ 1994 ଏପ୍ରିଲ 1 ରେ ଜନ୍ମ ହୋଇଥିଲି, ଆମ ଗାଁ ରେ । ଆମ ଗାଁ ର ନାମ TALLAGURANTI------- ଗୋଟେ ଛୋଟ ଗାଁ ଟେ । ଆମ ଗାଁ ର ପରିବେଶ ଆଉ ଚାଲିଚଳନ ସମସ୍ତଙ୍କୁ ଭଲ ଲାଗେ ଠିକ୍ ମତେ ବି ବହୁତ୍ ଭଲ ଲାଗେ।


         
। 
 


ଏହି ଯୋଉ ଭିଡ଼ଓଟି ଅଛି ସେଇଟା ଆମ ଗାଁ । 
ଯୋଉ ଗାଁ ରେ ମୁଁ ଜନ୍ମ ନେଇଥିଲି । 
ମୁଁ ଛୋଟ ଥିଲା ବେଳେ ବହୁତ୍ ଝଗଡ଼ା କରୁଥାଏ ସମସ୍ତଙ୍କ ସହ , ଏହି କଥା ଏବେ କହୁଛନ୍ତି ମତେ ଆମ ଗାଁ ଲୋକ । ଏବେ ପୁଣି ଏତେ ଶାନ୍ତ ପିଲା ହେଇଗଲିନି ଯେ କେହି କିଛି କହିନାହାନ୍ତି। 

ମୁଁ 1 to 5th class ଯାଏଁ ଆମ ଗାଁ school ରେ ପଡ଼ୁଥିଲି । ଆମ ଗାଁ ସ୍କୁଲ ରେ ବହୁତ୍ ମାଡ଼ ଖାଇଛଆମ ଶିକ୍ଷକ ଙ୍କ ପାଖେ । ମତେ ସତରେ ପଣିକିଆ ଆସେନି ସେଥିପାଇଁ ବହୁତ୍ ମାଡ଼ ଖାଏ 😁😁😁😁😁 ।

--------------------------------------------------------------------------------------------------
ମୁଁ ସ୍କୁଲ ସମୟରେ ବହୁତ୍ ଏଞ୍ଜୟ୍ ଆଉ ମଜା ମସ୍ତି କରିଥିଲି।


  ସେମିତି ହୋଉ ହୋଇ ଗାଁ ସ୍କୁଲ ର ପାଠ ପଡ଼ା ସରିଲା ।।

Comments